ବିଡମ୍ବନା : ସରକାରୀ ନିୟମ ମାନୁନାହାନ୍ତି ସବୁ ହସ୍ପିଟାଲ, କରୋନା ରିପୋର୍ଟରେ ରହୁନି ତାଳମେଳ

ମରୁଛନ୍ତି ରୋଗୀ ଓ ଭୋଗୁଛନ୍ତି ପରିବାର ଲୋକେ ଭୁବନେଶ୍ୱର : ହସ୍ପିଟାଲ‌‌‌ରେ ଆଡମିସନ୍ ହୋଇ ଚିକିତ୍ସିତ ହେବାକୁ ଥିବା ପ୍ରତ୍ୟେକ ରୋଗୀଙ୍କ କରୋନା ପରୀକ୍ଷା କରାଯିବ। ପଜିଟିଭ୍ ବାହାରିଲେ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେବେ, ନଚେତ୍‌ ଉକ୍ତ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା ଥିଲେ ସେଠାରେ ଚିକିତ୍ସା କରାଯିବ। ସ୍ବାସ୍ଥ୍ୟ ବିଭାଗ ଏହି ନିୟମ କରିଛି। ଏପରିକି କୌଣସି ରୋଗୀଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ନ ଫେରାଇବାକୁ ନିୟମ ହୋଇଛି। ହେଲେ ସରକାରଙ୍କ … Continue reading ବିଡମ୍ବନା : ସରକାରୀ ନିୟମ ମାନୁନାହାନ୍ତି ସବୁ ହସ୍ପିଟାଲ, କରୋନା ରିପୋର୍ଟରେ ରହୁନି ତାଳମେଳ